Install App
suru6633
This browser does not support the video element.
ପାଟଣାଗଡ: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ଦୁଇ ଜଣଙ୍କ ନାମାଙ୍କନ ପତ୍ର ଦାଖଲ
Patnagarh, Balangir | May 3, 2024
ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ଆଜି ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ବିଜେଡି ଏବଂ ବିଜେପି ରୁ ଏମିତି ଦୁଇ ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାଟଣାଗଡ଼ ନିର୍ଵାଚନ ରିଟର୍ନିଙ୍ଗ ଅଫିସର।
Share
Read More News
T & C
Privacy Policy
Contact Us
Your browser does not support JavaScript!