This browser does not support the video element.
ତେଲକୋଇ: ତେଲକୋଇ ରେ ୧୭ ଫୁଟ ଉଚ୍ଚର ବିଘ୍ନ ବିନାଶକ ଗଜାନନଙ୍କ ମୂର୍ତ୍ତି ପୂଜା ପାଉଛନ୍ତି
Telkoi, Kendujhar | Aug 27, 2025
ସାରା ଦେଶ ଆଜି ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଅତି ଆଡ଼ମ୍ବର ସହକାରେ ନିଆରା ଢଙ୍ଗରେ ପୂଜା କରୁଥିବା ବେଳେ , ତେଲକୋଇ ବ୍ଲକ ଅଞ୍ଚଳର ସମସ୍ତ ଶିକ୍ଷ୍ୟା ଅନୁଷ୍ଠାନ ସମେତ ପୂରପଲ୍ଲିରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ I୧୭ଫୁଟ ଉଚ୍ଚର ଗଜାନନଙ୍କ ମୂର୍ତ୍ତିି କୁ ଅଞ୍ଚଳର ସୁଖସମୃଦ୍ଧି ନିମନ୍ତେ ପୂଜା କରୁଛନ୍ତି ଅଞ୍ଚଳ ବାସି ।ଆଜି ସଂଧ୍ୟା ସାତଟା ସମୟରେ ଖୁଣ୍ଟାପଡ଼ା,ତେଲକୋଇ ବାସି ପ୍ରତିକ୍ରିୟା ରଖିଛନ୍ତି ।