This browser does not support the video element.
ଆଳି: ଜୟନଗର ସୁରଜ ଗେଷ୍ଟ ହାଉସରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ, ୧୫ ପରିବାର ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ
Aali, Kendrapara | Apr 13, 2024
ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ୨୯ ନମ୍ବର ଜୋନ ଜୟନଗର ସୁରଜ ଗେଷ୍ଟ ହାଉସରେ ଆଜି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ପରିବାର ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ବ୍ରଜସୁନ୍ଦର ଭୂଇଁଆଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ବେଳେ ନୂତନ କର୍ମୀ ମାନଙ୍କୁ ଉପଢୌକନ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଥିଲା।