This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ହନୁମାନ ବାଟିକାରେ ମନ୍ତ୍ରୀଙ୍କ ବୃଦ୍ଧିଜୀଵୀଙ୍କ ସହ ଆଲୋଚନା ଅନୁଷ୍ଠିତ
Dhenkanal Sadar, Dhenkanal | Aug 28, 2025
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ୨ଦିନିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି l ଏହି ଅବସରରେ ଗୁରୁବାର ଦିନ ପୁର୍ବାହ୍ନରେ ସହରସ୍ଥ ବସଷ୍ଟାଣ୍ଡ ନିକଟ ସ୍ଥାନୀୟ ହନୁମାନ ବାଟିକା ଠାରେ ପହଞ୍ଚି ସେଠାରେ ଥିବା ସ୍ଥାନୀୟ ଅଭିଭାବକ, ଗୁରୁଜନ, ସଜ୍ଜନ ମଣ୍ଡଳୀ, ନେତୃବୃନ୍ଦ, କର୍ମକର୍ତ୍ତା ଏବଂ ଅନ୍ୟ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ସହିତ ଜିଲ୍ଲାର ଉନ୍ନୟନ ମୂଳକ ବିଷୟରେ ଆଲୋଚନା କରିଥିବା ମଧ୍ୟାହ୍ନ ୧ଟାରେ ସୂଚନା ମିଳିଛି।