This browser does not support the video element.
ଧମା: ଦେଓଗାଁ ଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଲଗାଯାଇଥିବା ବୃକ୍ଷ ରୋପଣକୁ କେହି ଦୁର୍ବୁତ ଓପାଡି ଫିଙ୍ଗି ଦେଇଥିବା ଅଭିଯୋଗ
Dhama, Sambalpur | Sep 21, 2025
ଦେଓଗାଁ ଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଲଗାଯାଇଥିବା ବୃକ୍ଷ ରୋପଣକୁ କେହି ଦୁର୍ବୁତ ଓପାଡି ଫିଙ୍ଗି ଦେଇଥିବା ଅଭିଯୋଗ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଦେଓଗାଁ ଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗତ ୧୭ ତାରିଖରେ ଦେଓଗାଁ ଗ୍ରାମବାସି ଙ୍କ ପକ୍ଷରୁ ଗାଁ ର ଜଂଗଲ ଜମିରେ ୨୦୦ ଗଛ ଲଗାଇଥିଲେ । ହେଲେ ଲଗା ଯାଇଥିବା ଗଛ ସବୁକୁ କେହି ଦୁର୍ବୁତ ଓପାଡି ଫିଙ୍ଗି ଦେଇଛି । ଏନେଇ ରବିବାର ସକାଳେ ଗ୍ରାମବାସୀ ଧମା ଥାନାରେ ଅଭିଯୋଗ କରିଛନ୍ତି ।