Download Now Banner

This browser does not support the video element.

କାକଟପୁର: ଆଜି ଠାରୁ ନୂଆଗଡ ସାମୁଦ୍ରିକ ଥାନା ନିକଟରେ ଦୁଇ ଦିନିଆଁ ମିଳିତ ସମରାଭ୍ୟାସ ସାଗର କବଚ ଅନୁଷ୍ଠିତ

Kakatpur, Puri | Sep 3, 2025
ଶତ୍ରୁକୁ ଜବାବ ଦେବ ସାଗର କବଚ ୨ :-ନୌସେନାର ମିଳିତ ସମରାଭ୍ୟାସ "ସାଗର କବଚ " :-ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଏସ୍ପି, ସାମିଲ ହେଲେ ବିଭିନ୍ନ ବିଭାଗ କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-୦୩/୦୯:-ଶତ୍ରୁ ସଂହାର କରିବା ସହ ଆତଙ୍କବାଦୀ ଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ଅଭିନବ ଉପାୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଦୁଇ ଦିନିଆଁ ମିଳିତ ସମରାଭ୍ୟାସ "ସାଗର କବଚ " ବୁଧବାର ସକାଳ ୬ ଘଟିକା ରୁ ଆରମ୍ଭ ହୋଇଥିଲା। ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ପ୍ରତିବର୍ଷ ଦୁଇ ଥର ହେଉଥିବା ବେଳେ ବୁଧବାର ଠାରୁ ଦୁଇ ଦିନିଆଁ ସମରାଭ୍ୟାସ "ସାଗର କବଚ" ଆରମ୍ଭ ହୋଇଛ
Read More News
T & CPrivacy PolicyContact Us