This browser does not support the video element.
ମାଲକାନଗିରି: କୋରୁକୋଣ୍ଡା ଲ୍ୟାମ୍ପସ ପରିଦର୍ଶନ କରି ପ୍ରତିକ୍ରିୟା ଦେଲେ କେସିସି ବ୍ୟାଙ୍କ ଚେୟାରମ୍ୟାନ
Malkangiri, Malkangiri | Sep 10, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ଲ୍ୟାମ୍ପସ କାର୍ଯ୍ୟାଳୟ ଆଜି ଅଚାନକ ପରିଦର୍ଶନ କରିଛନ୍ତି କେସିସି ଚେୟାରମ୍ୟାନ ଈଶ୍ୱର ପାଣିଗ୍ରାହୀ। ଏହି ଅବସରରେ ସେ ପ୍ରଥମେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯାଇ ସେଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଚାଷୀମାନେ ନିଜର ଅଭିଯୋଗ ସିଧାସଳଖ ଚେୟାରମ୍ୟାନଙ୍କୁ ଜଣାଇଥିଲେ। ପରେ ଲ୍ୟାମ୍ପସ କାର୍ଯ୍ୟାଳୟ ନିକଟରେ ଥିବା ଗୋଦାମ ଗୃହ ପରିଦର୍ଶନ କରି ଆଜି ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ଦେଲେ ଚେୟାରମ୍ୟାନ।