Install App
artakumarhotta
This browser does not support the video element.
ଦିଗପହଣ୍ଡି: ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ଦାବିପତ୍ର ଗ୍ରହଣ କଲେ ବିଧାୟକ
Digapahandi, Ganjam | Aug 4, 2024
ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଓକିଲ ସଂଘର ଦାବିପତ୍ର ଗ୍ରହଣ କଲେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର । ଅତି ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ମୃତି ଦେଲେ ବିଧାୟକ ।
Share
Read More News
T & C
Privacy Policy
Contact Us
Your browser does not support JavaScript!