Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମୋହନା ରେ ଅଚାନକ ପହଞ୍ଚାଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବହୁ ଉତ୍ସାହ ର ସ୍ବାଗତ କଲେ କର୍ମୀ

Paralakhemundi, Gajapati | Aug 16, 2024
ଗଜପତି ଜିଲ୍ଲା ମୋହନା ରେ ଅଚାନକ ଭାବେ ପହଞ୍ଚିଲେ ମାନ୍ୟବର କ୍ରୀଡ଼ା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂସୀ ସୁରଜ୍ । ଆଜି ମାଲକାନଗିରି ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ରାତ୍ର 8.45 ସମୟରେ ମୋହନାରେ ଅଟକି ଯାଇଥିଲେ । ମନ୍ତ୍ରୀ ଙ୍କ ଆଗମନ ସୂଚନା ପାଇ ସ୍ଥାନୀୟ ବିଜେପି କର୍ମୀ ମାନେ ବେଶ୍ ଉତ୍ସାହିତ ହୋଇଥିଲେ ।‌ ଏବଂ ସ୍ବାଗତ କରି ସ୍ଥାନୀୟ ପୁର୍ତ୍ତ ବିଭାଗୀୟ ଡାକବଙ୍ଗଳା କୁ ପାଛୋଟି ନେଇଥିଲେ । ଅଞ୍ଚଳ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ମନ୍ତ୍ରୀ କିଛି ସମୟ କର୍ମୀ ମାନଙ୍କ ଆଲୋଚନା କରିବା ପରେ ଭୁବନେଶ୍ଵର ଅଭିମୁଖେ ଚାଲିଯାଇଥିଲେ। ମନ୍ତ୍ରୀ ଙ୍କ ଏପରି
Read More News
T & CPrivacy PolicyContact Us