Install App
jsdaanesh
This browser does not support the video element.
ପାରଳାଖେମୁଣ୍ଡି: ଆସନ୍ତା ୬ ଓ ୭ ତାରିଖ ଗଜପତି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Paralakhemundi, Gajapati | Aug 4, 2024
ଆସନ୍ତା 6ଓ 7 ତାରିଖ ଗଜପତି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ତେବେ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ଘଡଘଡି ହେବା ନେଇ ଆଜି ଅର୍ଥାତ ରବିବାର ଅପରାହ୍ନ ଗୁଟେ ଟା ସମୟରେ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏଥି ନିମନ୍ତେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!