Download Now Banner

This browser does not support the video element.

ସୋନପୁର: ଖମ୍ବେଶ୍ବରୀପାଲି ପାଲି ଠାରେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣା ପୋଲିସର ପଞ୍ଚନାମା ପରେ ଆଜି ସବ ବ୍ୟବଛେଦ।

Sonapur, Subarnapur (Sonepur) | Sep 5, 2025
ଖମ୍ବେଶ୍ବରୀପାଲି ପାଲି ଠାରେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣା ପୋଲିସର ପଞ୍ଚନାମା ପରେ ଆଜି ସବ ବ୍ୟବଛେଦ। ସୁବର୍ଣ୍ଣପୁର ବଲାଙ୍ଗୀର ଜାତୀୟ ରାଜପଥ ୫୭ ଖମ୍ବେଶ୍ବରୀପାଲି ପାଲି ପେଟ୍ରୋଲପମ୍ପ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି।ତେବେ ମୃତକ ଜଣକ ଡୁଙ୍ଗୁରିପାଲି ଗାଁର ସତ୍ୟାନନ୍ଦ ମିଶ୍ର ବୋଲି ସୂଚନା ମିଳିଛି।ଆଜି ସକାଳ ପ୍ରାୟ ୧୦ଟାରେ ଡାକ୍ତରଖାନା କୁ ପରିବାର ଓ ସମ୍ପର୍କିୟ ଓ ପୋଲିସ ପହଞ୍ଚିଲା ପରେ ସବର ପଞ୍ଚନାମା କରି ସବ ବ୍ୟବଛେଦ ପାଇଁ ପୋଲିସ ପଠାଇ ଦେଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us