Download Now Banner

This browser does not support the video element.

ତିର୍ତ୍ତୋଲ: ଆନନ୍ଦ ମଣ୍ଡପ ପରିସରରେ ଅନୁଷ୍ଠିତ ବିଜେପିର ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମରେ ନେତାଙ୍କ ଉପସ୍ଥିତିରେ ଯୁବ କର୍ମୀଙ୍କ ହୋହାଲ୍ଲା

Tirtol, Jagatsinghpur | Apr 24, 2024
ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ବିଜେପି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମରେ ନେତାଙ୍କ ଉପସ୍ଥିତିରେ ଯୁବ କର୍ମୀ ମାନେ ବିଭିନ୍ନ କାରଣରୁ ଅସନ୍ତୋଷ ପ୍ରକାଶ କରି ହୋହାଲ୍ଲା କରିଥିଲେ। ଏହି କାରଣରୁ କିଛି ସମୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ପରେ ଉପସ୍ଥିତ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ସେମାନଙ୍କୁ ବୁଝାସୁଝା କରିଥିଲେ। ଏହା ପରେ କିଛି ସମୟ ଅନ୍ତରରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଦଳିୟ ପ୍ରାର୍ଥୀ ରାଜକିଶୋର ବେହେରା, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ଦଳିୟ ପର୍ଯ୍ୟବେକ୍ଷକ, ପ୍ରଭାରୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା।
Read More News
T & CPrivacy PolicyContact Us