Download Now Banner

This browser does not support the video element.

ବଲାଙ୍ଗୀର: ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସର୍ବଭାରତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ

Balangir, Balangir | Sep 1, 2025
ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାରରୁ ସର୍ବଭାରତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଆୟୁଷ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ଟି ରାଜ୍ୟରୁ ୩୦ ଜଣ ଯୋଗ ବିଭାଗର ଅଧ୍ୟାପକ–ଅଧ୍ୟାପିକା ଯୋଗଦେଇଛନ୍ତି। ଅଧ୍ୟକ୍ଷ ପ୍ରଫେସର ଡ଼ା.ମନୋଜ କୁମାର ସାହୁ ଉଦ୍‌ଘାଟନ କରିଥିଲେ। ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଚାଲିବ ବୋଲି ଆଜି ଅପରାହ୍ନ 2ଟା ସମୟରେ ସୂଚନା ଦେଇଛନ୍ତି.
Read More News
T & CPrivacy PolicyContact Us