Download Now Banner

This browser does not support the video element.

ଆଠମଲ୍ଲିକ: ମଦ ଜବତ ଜଣେ ଗିରଫ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇ ସିଣା ଗ୍ରାମର ରତନୀ ବେହେରା ଙ୍କ ଘରୁ 6 ଲିଟର ଚୋରା ଦେଶୀ ମହୁଲି ମଦ ସୋମବାର ଦିନ

Athmallik, Angul | Sep 23, 2025
ହଣ୍ଡପା ପୋଲିସ ଜବତ କରିଛି l ଏଥିସହ ତାଙ୍କୁ ଗିରଫ କରିଛି l ଏ ନେଇ ନମ୍ବର 352/25 ରେ ଏକ ମାମଲା ରୁଜୁ କରା ଯାଇଛି l ପୋଲିସ କହିଛି ଜେ ରତନୀ ଘରେ ବେଆଇନ ଭାବରେ ଚୋରା ରେ ମଦ ବିକ୍ରି କରୁଥିଲେ l ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିବା ଶହ ମଦ ଜବତ କରିଥିଲା l ଏ ନେଇ ହଣ୍ଡପା ପୋଲିସ ମଙ୍ଗଳବାର ସନ୍ଧ୍ୟା 6 ଟା ରେ ସୂଚନା ଦେଇଛି
Read More News
T & CPrivacy PolicyContact Us