Download Now Banner

This browser does not support the video element.

ବଲାଙ୍ଗୀର: ରତାଖଣ୍ଡି ଗ୍ରାମରେ ବେଆଇନ ଦେଶୀ ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

Balangir, Balangir | Aug 21, 2025
ବଲାଙ୍ଗୀର ତୁଷୁରା ଅବକାରୀ ବିଭାଗ ଦ୍ଵାରା ବିପୁଳ ଦେଶୀ ମଦ ଓ ମହୁଲ ପୋଚ ଜବତ। ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ରତା ଖଣ୍ଡି ଗ୍ରାମରେ ବେଆଇନ ଦେଶୀ ରନ୍ଧା ମଦ ଗଚ୍ଛିତ ଥିବାର ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲା ତୁଷୁରା ଅବକାରୀ ବିଭାଗ । ଯାହାକୁ ନେଇ ସଂପୃକ୍ତ ଗାଆଁରେ ଚଢାଉ କରିବା ସହ ଜଣେ ଅଭିଯୁକ୍ତ ସୁବାସ ରଣାକୁ ଅବକାରୀ ବିଭାଗ ଗିରଫ କରିଛି। ସେହିପରି ଅଭିଯୁକ୍ତ ଘରୁ 90 ଲିଟର ବେଆଇନ ଦେଶୀ ରନ୍ଧା ମଦ ଓ 440 ଲିଟର ମହୁଲ ପୋଚ ଜବତ କରା ଯାଇଛି। ସେହିପରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ବୋଲି ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ସମୟରେ ସୁଚନା ଦେଇଛି
Read More News
T & CPrivacy PolicyContact Us