This browser does not support the video element.
ବରଗଡ: ଅଗ୍ରଗାମୀ ଯୁବକ ସଂଘ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଲା ବିରାଟ ରାଲି
Bargarh, Bargarh (Baragarh) | Sep 8, 2025
ବରଗଡ଼ ସହରର ଜବର ଦଖଲ ଉଚ୍ଛେଦ ବେଆଇନ ଭାବେ ହେଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ବରଗଡ଼ର ଅନେକ ସଂଘ ସହ କଂଗ୍ରେସ,ବିଜେଡି ଏବଂ ବରଗଡ଼ର ନାଗରିକ ମାନେ | ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରୁ ଏକ ରାଲି ବାହାରି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ନିଜ ଦାବି ଜଣାଇଥିଲେ | ଆଇନକୁ ସମ୍ମାନ ଜଣାଇ ଆଇନ ଅନୁଯାଇ ଜବର ଦଖଲ ଉଚ୍ଛେଦ କରାଯାଉ ବୋଲି ଦାବି କରାଯାଇଛି ।