Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ଼ ଠାରେ ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଯୋଗଦେଲେ ଧର୍ମଗଡ ବିଧାୟକ

Dharamgarh, Kalahandi | Sep 7, 2025
ଧର୍ମଗଡ଼ ଶିଶୁମନ୍ଦିର ଠାରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ରବିବାର ସକାଳ ୧୦ଟାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଭାଷାଜ୍ଞାନ ଓ ପ୍ରବନ୍ଧ ଲିଖନ ପରୀକ୍ଷା ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us