Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି କଲେଜରେ ଯୁବ ରେଡ୍ କ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି

Malkangiri, Malkangiri | Sep 3, 2025
ମାଲକାନଗିରି କଲେଜରେ ଯୁବ ରେଡ୍ କ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଯୁବ ରେଡ୍ କ୍ରସ ପ୍ରତିଷ୍ଠାତା ଜନ ହେନେରୀ ଡୁନାନଟଙ୍କ ଫଟୋଚିତ୍ର ରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେl ଏଥିରେ ମୁଖ୍ୟ ଅତିଥି ଭାବେ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ, ଜିଲ୍ଲା ରେଡ୍ କ୍ରସ୍ ସୋସାଇଟି ଯୋଗଦେଇ ଥିଲେ। ଏଥିରେ ଜିଲ୍ଲା ଯୁବ ରେଡ କ୍ରସ ତରଫରୁ ଉନ୍ନତି କରଣ ଦିଗ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
Read More News
T & CPrivacy PolicyContact Us