ମାଲକାନଗିରି: ସାଲିମି ଫାଣ୍ଡି ଅନ୍ତର୍ଗତ ବାରୁବେତା ଗ୍ରାମର ମୁଣ୍ଡାଗୁଡା ସାହିର ନାବାଳକ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି