This browser does not support the video element.
କେନ୍ଦ୍ରାପଡା: ଠାକୁର ନିଗମାନନ୍ଦ ମହାବିଦ୍ୟାଳୟ କଲେଜ ପରିସରରେ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଅନୁଷ୍ଠିତ
Kendrapara, Kendrapara | Sep 11, 2025
ସମ୍ବାଦ ଆମ ଓଡ଼ିଶା ତରଫରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଠାକୁର ନିଗମାନନ୍ଦ ମହାବିଦ୍ୟାଳୟ କଲେଜ ପରିସରରେ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଆଜି ପ୍ରାୟ ୧୨ ଘଣ୍ଟିକା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ାର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ଓ ଏହି କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନେକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ