This browser does not support the video element.
କରଞ୍ଜିଆ: ହଳଦିଆ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚାରସମୀକ୍ଷା ବୈଠକ,ଯୋଗ ଦେଲେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି
Karanjia, Mayurbhanj | May 18, 2025
ମୟୂରଭଞ୍ଜ ଜିଲ୍ଲାର ହଳଦିଆ ଗ୍ରାମରେ ଆଜି ଦିବା ୪ ଘଟିକା ସମୟରେ କୃଷକ ମାନଙ୍କବିଭିନ୍ନ ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଟିତ ହେଇ ଯାଇଛି।ଏହି ବୈଠକ ରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ମୋଦନ ମୋହନ ମହାନ୍ତ,ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ପଲେଇ ଯୋଗ ଦେଇ କୃଷକ ମାନଂକ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସମାଧାନ ପାଇଁ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ।