This browser does not support the video element.
ସୋନପୁର: ସାଲେପାଲି ଅନ୍ଧାରୀବାଞ୍ଜି ମଝିରେ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର ।
Sonapur, Subarnapur (Sonepur) | Sep 28, 2025
ସାଲେପାଲି ଅନ୍ଧାରୀବାଞ୍ଜି ମଝିରେ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାଲେପାଲି ଅନ୍ଧାରୀବାଞ୍ଜି ମଝିରେ ଘଟିଛି ଏମିତି ଏକ ଘଟଣା। ସୂଚନା ଅନୁସାରେ ସାଲେପାଲି ଗାଁରେ ବୈସାଖୁ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟର ଧୋଇବା ପାଇଁ କେନାଲକୁ ଆସିଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଟି କେନାଲ ଭିତରକୁ ପଶି ଯାଇଥିଲା।ଯାହା ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଟ୍ରାକ୍ଟର ଚାଳକ।ତେବେ ଘଟଣା ସ୍ଥଳରେ ସତାଧିକ ଲୋକ ସମାଗମ ହୋଇଥିବା ବେଳେ ।ଏକ ଜେସିବି ସହାୟତାରେ ଉକ୍ତ ଟ୍ରାକ୍ଟର ଟିକୁ