Download Now Banner

This browser does not support the video element.

ପାଲଲହଡା: ଚଷା ଗୁରୁଜାଙ୍ଗ ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ ଯୋଗଦେଲେ ବିଧାୟକ

Palalahada, Angul | Sep 30, 2025
ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମରେ ଉତ୍କଳ ଆସୋସିଏସନ ଆନୁକୂଲ୍ୟରେ ସେବା ପକ୍ଷ ଅବସରରେ ଆୟୋଜିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ଶୁଭ ଉଦଘାଟନ କରିବା ସହ ରକ୍ତଦାତା ଜୀବନ ଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଆୟୋଜକ କମିଟିକୁ ଧନ୍ୟବାଦ ଅର୍ପଣ କରିଥିଲେ ।
Read More News
T & CPrivacy PolicyContact Us