Download Now Banner

This browser does not support the video element.

ତାଳଚେର ସଦର: ନନ୍ଦିରା ଜୋର ନିକଟରେ ଟ୍ରକ ଧକ୍କାରେ ସାଇକେଲ ଆରୋହି ମୃତ ଜଣେ ଗୁରୁତର

Talcher Sadar, Angul | Sep 7, 2025
ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମ ପଞ୍ଚାୟତର ଲିଙ୍ଗରାକଟା ଗ୍ରାମର ରଘୁ ନାଏକ ଓ ଗୁଜା ନାଏକ ଆଜି ସକାଳେ ଆନନ୍ଦବଜାର ନିକଟସ୍ଥ ନନ୍ଦିରା ବ୍ରିଜ ଦେଇ ନିକଟସ୍ଥ ବଜାରକୁ ରବିବାର ସକାଳ ୧୦ ଘଟିକା ସମୟରେ ସାର ଆଣିବାକୁ ଯାଉଥିବା ସମୟରେ ବନରପାଳ ପଟୁ ଆସୁଥିବା ଏକ ପଛପଟୁ ଧକ୍କା ଦେବା ଫଳରେ ସାଇକେଲ ରଘୁ ନାଏକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଓ ଗୁଜା ନାଏକ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇ ତୁରନ୍ତ ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶେଷ ଦର୍ଶନ କରିଥିଲେ ।
Read More News
T & CPrivacy PolicyContact Us