Download Now Banner

This browser does not support the video element.

ଟିଟିଲାଗଡ: ରୁଷୁଡା ପଞ୍ଚାୟତ ଠାରେ ଗ୍ରାମସଭା ସହ ପଞ୍ଚାୟତିରାଜ ଦିବସ ପାଳିତ, ସାମିଲ ହେଲେ ସରପଞ୍ଚ

Titlagarh, Balangir | Apr 24, 2025
ବଲାଙ୍ଗୀର ଜିଲ୍ଲା ରୁଷୁଡା ପଞ୍ଚାୟତ ଠାରେ ଗ୍ରାମ ସଭା, ସହିତ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ସରପଞ୍ଚ କୈଳାସ ବେହେରାଙ୍କ ସହିତ ପିଇଓ ସୁମନ୍ତ ନାଏକ,ସମସ୍ତ ୱାର୍ଡ ର ମେମ୍ବର ଏବଂ ଜନ ସାଧାରଣ ସାମିଲ ହୋଇଥିଲେ। ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗାଁ ର ଭଲମନ୍ଦ ବିଷୟରେ ଆଲୋଚନା କରା ଯାଇଥିଲା। ଏବଂ ପରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଥିଲା। ଏବଂ ୨ ଟା ରେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
Read More News
T & CPrivacy PolicyContact Us