Download Now Banner

This browser does not support the video element.

ସୋନପୁର: ଡୁଙ୍ଗୁରିପାଲି ବ୍ଲକ ର ବିଜ୍ଞାନ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ , ଜିଲ୍ଲାରେ ଖୁସିର ଲହରୀ

Sonapur, Subarnapur (Sonepur) | Sep 5, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ସୋନପୁର ଜିଲ୍ଲା ଡୁଂଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗସିରା ଓ ଶୁଖା ଉଚ୍ଚ ବିଦ୍ୟାଳୟ ରେ କାର୍ଯରତ ବିଜ୍ଞାନ ଶିକ୍ଷକ ଭୁବନେଶ୍ବର ରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହ ରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀଂକ ହସ୍ତରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି ।ଅମ୍ଲାନ ତାଂକ ଅଭିନବ ପାଠପଢା ଶୈଳୀ ପାଇଁ ଏହି ପୁରସ୍କାର ପାଇଥିବା ବେଳେ, କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ଶ୍ରୀ
Read More News
T & CPrivacy PolicyContact Us