Download Now Banner

This browser does not support the video element.

ଯଶିପୁର: ଖିଚିଂ ସ୍ଥିତ ମାଆ କିଚକେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ

Jashipur, Mayurbhanj | Jun 10, 2025
ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚକେଶ୍ୱରୀ,ପ୍ରମୁଖ ଶକ୍ତି ପୀଠ ଭାବେ ଖ୍ୟାତ ମା କିଚକେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି,ମିଳିଥିବା ସୂଚନା ଅନୁସାରେ ସକାଳ ୭ଟା ପାଖାପାଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଡକ ପଥରେ କେନ୍ଦୁଝର ରୁ ଆସି ମା କିଚକେଶ୍ୱରୀ ମନ୍ଦିରରେ ପହଞ୍ଚି ଥିଲେ,ସେହିପରି ମନ୍ଦିରରେ ପାଖାପାଖି ଦେଢ଼ ଘଣ୍ଟା ର ପୂଜାର୍ଚ୍ଚନା କରିଥିଲେ।
Read More News
T & CPrivacy PolicyContact Us