Download Now Banner

This browser does not support the video element.

ଢେଙ୍କାନାଳ ସଦର: ସାଂକୁଲେଇ ଗ୍ରାମରେ ୧୨ବର୍ଷର ପାଣି ସମସ୍ୟା Public Aap ନିୟୁଜ ବାଜିବା ପରେ ଦୂର ହେଲା

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳ ସଦର ବ୍ଲକ ସାଂକୁଲେଇ ଗ୍ରାମପଞ୍ଚାୟତ ହରିଜନ ସାହିରେ ଦିର୍ଘ ୧୨ ବର୍ଷ ହେବ ପାଣି ସମସ୍ୟା ରହିଆସିଥିଲା । ସାହି ବାସିନ୍ଦାମାନେ ପିଇଁବା ପାଣିପାଇଁ ଗ୍ରାମଠାରୁ ୨କିମି ଦୁରରୁ ପାଣି ଆଣି କଷ୍ଟରେ ଚଳୁଥିଲେ I ଏପରିକି ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀରୁ ଅଣ୍ଟାଏ ପାଣିରେ ପାଣି ଆଣି ପିଉଥିଲେ । ଏ ସଂପର୍କରେ ସରପଞ୍ଚ ତଥା ସରକାରୀ ବାବୁ ମାନଙ୍କୁ ଜଣାଇ ଫେଲ ମାରି ପାଣିପାଇବାର ଆଶା ଛାଡିଦେଇଥିଲେ ।ଏସଂପର୍କରେ ଆମ Public Aap ରେ ନିୟୁଜ ବାଜିବା ପରେ ସଦର ବିଡିଓ,RWSS କାର୍ଯ୍ୟାଳୟ ପକ୍ଷରୁ ବାକୁ ମାନେ ପହଞ୍ଚି ଗ୍ରାମରେ ନୂଆ ପାଇପି ଓ ଟ୍ୟାପ ଲଗାଇ ଘରେ ଘରେ ଏବେ ପାଣି|
Read More News
T & CPrivacy PolicyContact Us