Download Now Banner

This browser does not support the video element.

ବୌଦ୍ଧ ସଦର: ବହିରା ହାଇସ୍କୁଲ ପଡ଼ିଆରେ ନୂଆଁଖାଇ ଭେଟ୍ ଘାଟ କାର୍ଯ୍ୟକ୍ରମ ଯୋଗ ଦେଲେ ବ୍ଳକ ଅଧ୍ୟକ୍ଷ

Baudh Sadar, Boudh (Bauda) | Aug 28, 2025
ବୌଦ୍ଧ ବ୍ଳକ୍ ବହିରା ହାଇସ୍କୁଲ ପଡ଼ିଆରେ ଗଣେଷ ପୁଜା କମିଟି ପକ୍ଷରୁ ଗୁରୁବାର ନୂଆଁଖାଇ ଭେଟ୍ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରୀୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ
Read More News
T & CPrivacy PolicyContact Us