Download Now Banner

This browser does not support the video element.

ନର୍ଲା: ଭାଟେଲ ଗ୍ରାମର ଜଣେ ନାବାଳକ ମଦ ପିଇବା କୁ ବିରୋଧ କରି ଫୋଟୋ ଉଠାଇବା ବେଳେ ଚାରି ଜଣ ବ୍ୟକ୍ତି ମାଡ଼ ମାରିଥିବା ଘଟଣା ଆଜି ଥାନାରେ ଅଭିଯୋଗ

Narala, Kalahandi | Aug 23, 2025
ଆଜି ଶନିବାର ରାତ୍ର ଆଠ ଘଣ୍ଟା ସମୟରେ ଭା ଟେଲ ଗ୍ରାମର ଅଶୋକ ଗଉଡ଼ ଙ୍କ ଘରକୁ ଶାନ୍ତ ମଦ ପିଇବା ପାଇଁ ଯାଉଥିବା ବେଳେ ସ୍ଥାନୀୟ ଗ୍ରାମର ରାହୁଲ ହରିଜନ 17 ବର୍ଷୀୟ ନା ବାଳକ ମୋବାଇଲ୍ ଫୋନ୍ ରେ ଫୋଟୋ ଉଠାଇବା ବେଳେ ବାପି ଗୁରୁ, ଅଶୋକ ଗଉଡ଼ ଚିରଞ୍ଜିବୀ ଗଉଡ଼ ଓ ଶାନ୍ତ ମିଶି ନା ବାଳକ କୁ ମାଡ଼ ମାରି ଥିଲେ ଓ ଜାତିଆଣ ଆକ୍ଷେପ କରିଥିଲେ ଏ ଘଟଣା କୁ ନେଇ ଆଜି ଥାନାରେ ଅଭିଯୋଗ କରିଛନ୍ତି ନା ବାଳକ
Read More News
T & CPrivacy PolicyContact Us