This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଚଳିତ ବର୍ଷ ଧାନ ପଞ୍ଜିକରଣକୁ ନେଇ ମନ୍ତ୍ରୀ କଣ କହୁଛନ୍ତି
Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ପୁର୍ବ ବର୍ଷମାନଙ୍କ ଠାରୁ ଚାଷିମାନେ ମଣ୍ଡିରେ ଧାନ ଦେବାପାଇଁ ଆଗ୍ରଣ ପ୍ରକାଶ କରିଛନ୍ତି। ତେଣୁ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ପଞ୍ଜିକରଣ କରାଯାଇଛି ବୋଲି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ମଧ୍ୟାହ୍ନ ୧୨ଟା ୩୦ରେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।