Download Now Banner

This browser does not support the video element.

ଛତ୍ରପୁର: କେନ୍ଦୁପଦର ଗ୍ରାମରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ରେ ୩ ଗୁରୁତର ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗଞ୍ଜାମ ଏସପିଙ୍କୁ ସୁପାରିଶ କଲେ ଡିଜିପି

Chhatrapur, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ଗଞ୍ଜାମ ଏସପିଙ୍କୁ ସୁପାରିଶ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଗଞ୍ଜାମ ଏସପିଙ୍କୁ ଅବଗତ କରାଯାଇଛି। ଶନିବାର ପୂର୍ବାହ୍ନରେ ଏନେଇ ସୂଚନା ମିଳିଛି। ସୂଚନା ଅନୁସାରେ କେନ୍ଦୁପଦର ଗ୍ରାମରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us