Download Now Banner

This browser does not support the video element.

ବଲାଙ୍ଗୀର: ଲକ୍ଷ୍ମୀଜୋରରେ ପାଣିରେ ବୁଡି ହାତୀସାଲ ପଡାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Balangir, Balangir | Sep 1, 2025
ଲକ୍ଷ୍ମୀଜୋରେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବଲାଙ୍ଗୀର: ଲକ୍ଷ୍ମୀଜୋରେ ଶୌଚ କାମକୁ ଯାଇଥିବା ସମୟରେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ପରିଚୟ ସ୍ଥାନୀୟ ହାତୀସାଲପଡାର ସୁନୀଲ କୁମ୍ଭାର ବୋଲି ଜଣାପଡିଛି। ଘଟଣା ପରେ ତାଙ୍କୁ ଚିକିତ୍ସାଳୟକୁ ନେଇଯାଇଥିଲା କିନ୍ତୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ବ୍ୟବଛେଦ କେନ୍ଦ୍ରକୁ ପଠାଇଥିଲା। ପରେ, ଆଜି ଅପରାହ୍ନ 3ଟା ସମୟରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
Read More News
T & CPrivacy PolicyContact Us