This browser does not support the video element.
ପୁରୀ ମ୍ୟୁନିସିପାଲଟି: ଲାଇଫ ଗାର୍ଡ ଙ୍କୁ ପର୍ଯ୍ୟଟକଙ୍କ ନାଲି ଆଖି l ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Sep 2, 2025
ଲାଇଫ ଗାର୍ଡ ଙ୍କୁ ପର୍ଯ୍ୟଟକଙ୍କ ନାଲି ଆଖି l ପୁରୀ ସମୁଦ୍ରରେ ଅସୁରକ୍ଷିତ ଭାବେ ସ୍ନାନ କରୁଥିବା ଅମାନିଆ ପର୍ଯ୍ୟଟକଙ୍କୁ ବୁଝାଇବାରୁ ଲାଇଫ ଗାର୍ଡଙ୍କୁ ଗାଳିଗୁଲଜ କରିବା ସହ ନାଲି ଆଖି ଦେଖାଉଛନ୍ତି ଓଡ଼ିଆ ପର୍ଯ୍ୟଟକ l ଆମେ ସମୁଦ୍ରରେ ଗାଧେଇଲେ ଯଦି ବୁଡିକି ମରି ଯାଉ ତାହାଲେ ଆମେ ଦାଈ ହେବୁ l ଏଭଳି କିଛି କହୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି l