Download Now Banner

This browser does not support the video element.

ଢେଙ୍କାନାଳ ସଦର: ସାତମାଇଲି ନିକଟରେ ୨ବାଇକକୁ ପିଟିଲା କାର, ୨ ଚାଳକ ଗୁରୁତର

Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ସାତମାଇଲି ନିକଟରେ ଏକ କାର ଦୃତ ଗତିରେ ଆସି ୨ ବାଇକକୁ ଦୁର୍ଘଟଣା ଘଟାଇବାରୁ ୨ ବାଇକ ଚାଳକ ଗୁରୁତର ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
Read More News
T & CPrivacy PolicyContact Us