Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଷ୍ଟର୍ଲିଂ ଠାରେ ଯୁବକଙ୍କୁ ହତ୍ୟା ମାମଲାରେ ବଳିଆପଣ୍ଡା ଥାନା ପୋଲିସ ଦ୍ୱାରା ଦୁଇ ଜଣ ଗିରଫ

Puri M, Puri | Aug 23, 2025
ବଳିଆପଣ୍ଡାରେ ବାସେଳିସାହି ଲୋକନାଥ ରୋଡ ଥାନପତି ଲେଟ୍‌ର ରାଜେଶ ଓଝା ହତ୍ୟା ମାମଲାରେ ୨ ଜଣ ସମ୍ପୃକ୍ତ ଥିବା ଅଭିଯୁକ୍ତ କୁ ବଳିଆପଣ୍ଡା ଥାନା ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ଦାମଦୋର ରୋଡ଼ ଚକ୍ରକୋଟ ଲେନ ର ବିଶ୍ୱନାଥ ମହାରଣା, ଧୋବା ଖାଲ ବଳିଆ ପଣ୍ଡା ବସ୍ତି ରେ ଗଞ୍ଜାମ ବେଗୁନିଆପଡା ଉଲ୍ଲାସ ରାଉତ l ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଏକ ଛୁରୀ ଜବତ କରିଛି ପୋଲିସ l୨୧ତାରିଖ ଦିନ ପ୍ରାୟ ୫ଟା ସମୟରେ ବିଶ୍ୱନାଥ ମହାରଣା ଏବଂ ଉଲ୍ଲାସ ରାଉତ ଏକ ଟିଭିଏସ ସ୍କୁଟରରେ ରେଜିଷ୍ଟ୍ରେସନ୍ ନମ୍ବର OD ୧୩ U ୯୧୭୨ ବ୍ୟବହାର କରି ରୁଦ୍ରଙ୍କ ଘରକୁ ଯାଇଥିଲେ।
Read More News
T & CPrivacy PolicyContact Us