Download Now Banner

This browser does not support the video element.

ପଦ୍ମପୁର: ପୋଷ୍ଟର ରାଜନୀତି କୁ ନେଇ ଅଭିଯୋଗ ଆଣିଲେ ଉପ ନଗରପାଳ ଭାରତୀ ପଟ୍ଟନାୟକ

Padmapur, Bargarh (Baragarh) | Sep 1, 2025
ସ୍ୱାୟତ୍ତ ଶାସନ ଦିବସ ଅବସରରେ ନଗରପାଳ,ଉପ ନଗରପାଳ ଓ ସମସ୍ତ କାଉନସିଲର ଙ୍କ ଭେଉଁରିଆ ଛକ ଠାରେ ପୋଷ୍ଟର ଲାଗି ଥିଲା। ହେଲେ ସେହି ପୋଷ୍ଟର ରେ ଉପ ନଗରପାଳ ଲେଖିବା ଯାଗାରେ କେବଳ କାଉନସିଲର ଲିଖା ହୋଇଥିବା କହିଛନ୍ତି ଉପ ନଗରପାଳ। ଏନେଇ ଆଜି 1ଟା 26 ମିନିଟ ସମୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପୋଷ୍ଟର କୁ ନେଇ ରାଜନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଉପ ନଗରପାଳ ଭାରତୀ ପଟ୍ଟନାୟକ। ଅନ୍ୟ ପଟେ ଏହି ବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us