Install App
sibomsom.7381497391
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: *ଚାରଗାଁ ଠାରେ ଆଜି ନବରଙ୍ଗପୁର ଜିଲ୍ଲା କ୍ଷତ୍ରିୟ କାର୍ଯ୍ୟକର୍ତ୍ତା ଚୟନ ଓ କମିଟି ଗଠନ ହେଲା*
Nabarangapur PS, Nabarangpur | Aug 31, 2025
ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା କ୍ଷତ୍ରିୟ ସମାଜ କାର୍ଯ୍ୟକର୍ତ୍ତା ଚୟନ ଓ କମିଟି ଗଠନ କରାଯାଇଛି। ଏହି ଅବସରରେ ଚକ୍ରଧର ସିଂ ଙ୍କୁ ଜିଲ୍ଲା ସଭାପତି ଓ ଜୟନ୍ତ କୁମାର ପାତ୍ର ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ (ସଂଗଠନ) ଭାବେ ମନୋନୀତ କରାଯାଇଛି।ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଗ୍ରାମରୁ ପ୍ରାୟ ୩୦୦ ପ୍ରମୁଖ କାର୍ଯ୍ୟକର୍ତ୍ତା ଆସିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!