Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଅବକାରୀ ଫ୍ଲାୟିଂ ସ୍କ୍ୱାର୍ଡ ପକ୍ଷରୁ ରବିବାର ମଙ୍ଗୁଳି ଛକରେ ଚଢ଼ାଉ କରାଯାଇ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଛି
Cuttack M Corp PS, Cuttack | Sep 7, 2025
ମଙ୍ଗୁଳି ଛକରେ ଜଣେ ବ୍ୟକ୍ତି ନିଶା ସାମଗ୍ରୀ କାରବାର କରୁଥିବା ଅବକାରୀ ଫ୍ଲାୟିଂ ସ୍କ୍ୱାର୍ଡ ସୂଚନା ପାଇଥିଲା, ରବିବାର ସଂଧ୍ୟା ୫ ଟାରେ ସେଠାରେ ଚଢ଼ାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି, ତା ନିକଟରୁ ୩୫୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!