Download Now Banner

This browser does not support the video element.

ସୋନପୁର: ମରଣଯନ୍ତା ପାଲଟିଛି ଚନ୍ଦଲି ରୁ ମୁରୁଶୁଣ୍ଡି ରାସ୍ତା, ମରାମତି ପାଇଁ ଦାବି #jansamasya

Sonapur, Subarnapur (Sonepur) | Aug 27, 2025
ସୂଚନା ଅନୁସାରେ ଗତ ବର୍ଷ ଗ୍ରୀଷ୍ମ ଋତୁରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଚନ୍ଦଲି ରୁ ମୁରୁଶୁଣ୍ଡି ଯାଇଥିବା ରାସ୍ତା ପିଚୁ କାର୍ଯ୍ୟ ହୋଇଥିଲା ସତ, ହେଲେ ଏହି ରାସ୍ତାର ଚନ୍ଦଲି ମଠ ବୁଲାଣି ରାସ୍ତା ନିକଟରେ ରାସ୍ତା ପାର୍ଶ୍ୱରେ ସୁରକ୍ଷା ବନ୍ଧ ନିର୍ମାଣ କରାଯାଇ ନଥିବାରୁ, ବର୍ଷରେ ଧୋଇ ହୋଇ ରାସ୍ତା ଖାଇଯିବା ଶହ ଉକ୍ତ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି l
Read More News
T & CPrivacy PolicyContact Us