Download Now Banner

This browser does not support the video element.

ନିମାପଡା: ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପୁରୀ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

Nimapada, Puri | Aug 22, 2025
ଆଜି ପୂର୍ବାହ୍ନ ୧୦ଟାରେ ନିମାପଡା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପୁରୀ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଚାନକ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀମାନଙ୍କୁ ଭେଟି ଚିକିତ୍ସା ସଂପର୍କରେ ପଚାରି ବୁଝି ଥିଲେ। ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲୁଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥଲେ।
Read More News
T & CPrivacy PolicyContact Us