Download Now Banner

This browser does not support the video element.

ବୌଦ୍ଧ ସଦର: କୀତାଙ୍ଗପଡ଼ା ଗ୍ରାମରେ ଚଢ଼ାଉ କରି ତାଡି ଜବତ କଲା ଅବକାରୀ ବିଭାଗ

Baudh Sadar, Boudh (Bauda) | Apr 7, 2024
କୀତାଙ୍ଗପଡ଼ା ଗ୍ରାମରେ ରବିବାର ଅପରାହ୍ନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ତାଡି ଜବତ କରାଯାଇଛି। ପୁରୁଣାକଟକ ଥାନା ଅନ୍ତର୍ଗତ କୀତାଙ୍ଗପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ଲିଟର ତାଡି ଜବତ କରାଯାଇଛି। ସେହିପରି ବୌଦ୍ଧ ସଦର ଥାନା ଅନ୍ତର୍ଗତ ଦେବଗଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହ ତାଡି ଓ ମଦ ବିକ୍ରିରେ ସମ୍ପୃକ୍ତ ଥିବା ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
Read More News
T & CPrivacy PolicyContact Us