Download Now Banner

This browser does not support the video element.

ବଡଚଣା: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈରୀ ଥାନା ଅଞ୍ଚଳର 2 ଜଣଙ୍କୁ ପଳାତକ ଘୋଷଣା କଲେ କୋର୍ଟ

Badachana, Jajpur | Apr 2, 2024
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈରୀ ଥାନା ଅଞ୍ଚଳରୁ ୨ଜଣକୁ ପଳାତକ ଘୋଷଣା କରିଛନ୍ତି କୋର୍ଟ। ଘଟଣାରୁ ପ୍ରକାଶ ଯେ ବୈରୀ ଥାନା ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତର ତିଳପଦା ଗ୍ରାମର ନଟବର ମଲ୍ଲିକ ଓ ସମିଆଁ ପଞ୍ଚାୟତର ଗଭାଶୋଳ ଗ୍ରାମର ବ୍ରଜ କାଣ୍ଡାଲକେଲଙ୍କ ନାମରେ ଦୀର୍ଘ ବର୍ଷ ହେବ ୱାରେଣ୍ଟେ ଥିଲା। ମାତ୍ର ସେମାନେ ନିଜ ଗ୍ରାମରେ ରହୁନଥିଲେ। ଫଳରେ ସେମାନଙ୍କୁ JMFC କୋର୍ଟ ଚଣ୍ଡିଖୋଲ ପଳାତକ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୈରୀ ଥାନାର ASI ଧିରେନ୍ଦ୍ର କୁମାର ପଣ୍ଡା ପହଞ୍ଚି ପହଞ୍ଚି ମାଇକ୍ ଯୋଗେ ସେମାନଙ୍କୁ ପଳାତକ ଘୋଷଣା କରି ଥିବା ଜଣାପଡ଼ିଛି।
Read More News
T & CPrivacy PolicyContact Us