Install App
pramodjagadev8
This browser does not support the video element.
ରାଉରକେଲା ଇଣ୍ଡଷ୍ଟ୍ରିଆଲ ଟାଉନସିପ ପୋଲିସ ଷ୍ଟେସନ: "ଅନ୍ଵେଷା " ଅନୁଷ୍ଠାନ ପକ୍ଷରୁ ନିଆରା ୧୧୩ ତମ ସାମୁହିକ ଜନ୍ମଉତ୍ସବ ଜଗଦା ସ୍ଥିତ "ମାନବ ସେବା ପ୍ରତିଷ୍ଠାନ "ରେ ପାଳିତ ହୋଇଯାଇଛି
Raurkela ITS PS, Sundargarh | May 31, 2025
ମଇ ୩୧ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ଅନ୍ଵେଷା" ଦି ହେଲପିଙ୍ଗ ହାଣ୍ଡ ତରଫରୁ ୧୧୩ତମ ସାମୁହିକ ଜନ୍ମଉତ୍ସବ ଜଗଦା ସ୍ଥିତ" ମାନବ ସେବା ପ୍ରତିଷ୍ଠାନ' ଠାରେ ପାଳିତ ହୋଇଯାଇଛି, ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ "ମାନବ ସେବା ପ୍ରତିଷ୍ଠାନ"ର ଅନ୍ତେବାସିନୀମାନେ ହେମନ୍ତ ତାଣ୍ଡିଆଙ୍କ ଆହ୍ୱାନରେ ଯୋଗଦେଇଥିଲେ, ମଇ ମାସରେ ଜନ୍ମଗ୍ରହଣ କରିଥିବା ପିଲାମାନଙ୍କ ସହ "ଅନ୍ଵେଷା" ପାରିବାରର ସଦସ୍ୟଗଣଙ୍କ ଜନ୍ମଦିନ ଉପଲକ୍ଷେ ke
Share
Read More News
T & C
Privacy Policy
Contact Us
Your browser does not support JavaScript!