Download Now Banner

This browser does not support the video element.

ବୀରମହାରାଜପୁର: କେନଝିରିଆପାଲି ପଞ୍ଚାୟତ ସଭା ଗୃହରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Biramaharajpur, Subarnapur (Sonepur) | Sep 1, 2025
ବିରାମହରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ସଭା ଗୃହରେ ଆଜି ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବିଡ଼ିଓ ପୁରୁଷୋତମ ଧରୁଆ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ସରପଞ୍ଚ ସସ୍ମିତା ଦୀପଙ୍କୁ ତତ୍ୱାବଧାନାରେ ଆୟୋଜିତ ଶିବିରକୁ ଏଡିଈଓ ଜ୍ଞାନ ଚାନ୍ଦ, ଏସଆରଏ ସୀମା ରାଣୀ ପଣ୍ଡା, ଏପିଓ ଅମୃତାଂଶୁ ପାତ୍ରଙ୍କୁ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us