Download Now Banner

This browser does not support the video element.

ସୋନପୁର: ଗୁଡିଇପାଲି ପାଖରୁ ୭ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ, ଅବକାରୀ ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Aug 26, 2025
ଗୁଡିଇପାଲି ପାଖରୁ ୭ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିନ ୧୧ଟା ରେ ବିରମହାରାଜପୁ ଅବକାରୀ ବିଭାଗ ଚଢ଼ାଉ କରି ଘଟଣା ସ୍ଥଳରୁ ୭ ଲିଟର ଦେଶୀ ମଦକୁ ଯବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us