Install App
anilprusti
This browser does not support the video element.
ରେଢାଖୋଲ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରେସ ମିଟକୁ ନେଇ ରେଢ଼ାଖୋଲ ରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନ
Rairakhol, Sambalpur | Aug 20, 2025
ରେଢ଼ାଖୋଲ ବନ ବିଭାଗର କାର୍ଯ୍ୟାଳୟର ସଭାଗୃହରେ ଆଜି ସହର ମଧ୍ୟରେ ଯାଉଥିବା ପାଉଁସ ଗାଡି ସହ ଅନ୍ୟ ସବୁ ପ୍ରସଙ୍ଗ କୁ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏକ ପ୍ରେସ ମିଟ କରିବା ସହ ଆସନ୍ତା 22 ତାରିଖ ରେ ରେଢ଼ାଖୋଲ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନେଇ ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!