This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବଙ୍ଗଳାଗୁଡା ଠାରେ ଗଣେଶ ପୂଜା ଅନୁଷ୍ଠିତ
Nabarangapur PS, Nabarangpur | Aug 27, 2025
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତ ର ବଙ୍ଗଳାଗୁଡା ଠାରେ ବହୁ ଆଢମ୍ବର ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି l ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁ ଉଚ୍ଚ ମୂର୍ତ୍ତି ଭକ୍ତ ଙ୍କ ଆକର୍ଷଣ ପାଲଟିଥିଲା l ପୁରୋହିତ ରଥ ବାବୁଙ୍କୁ ମନ୍ତ୍ର ଧୋନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ l ଗ୍ରାମର ଯୁବ ବର୍ଗଙ୍କ ପକ୍ଷରୁ ପ୍ରତିବର୍ଷ ଗ୍ରାମର ଶାନ୍ତି ସୁଖ ସମୃଦ୍ଧି ପାଇଁ ଶ୍ରୀ ବିଘ୍ନ ରାଜଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଛି l ଗ୍ରାମର କୁନି କୁନି ପିଲା ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଏହି ପୂଜାରେ ସାମିଲ ହୋଇ ଗଜାନନଙ୍କୁ ଭୋଗ ଅର୍ପଣ କରିଥିଲେ l