This browser does not support the video element.
ସୁକିନ୍ଦା: ରେଙ୍ଗାଲି ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ମହିଳା ଆହତ
Sukinda, Jajpur | Sep 5, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରେଙ୍ଗାଲି ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ସ୍ଥାନୀୟ ମଧପୁର ବାସିନ୍ଦା ମହିଳା ଚାନ୍ଦିନି ହାଇବୃ ଆହତ ହୋଇଥିଲେ ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଗୁରୁବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।