Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅର୍ନ୍ତଗତ ଫାଷ୍ଟ ଗେଟ ଡୁଡୁମା କଲୋନୀ ନିକଟରେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ

Chhatrapur, Ganjam | Sep 12, 2025
ସ୍କୁଟି କୁ ଧକ୍କା ଦେଲା ମଲ୍ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ବାମୀ ଗୁରୁତର ହୋଇଛନ୍ତି। ବେପରୁଆ ଭାବେ ଟ୍ରକ୍ ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବ୍ରହ୍ମପୁର ବଡ଼ବଜାର ଥାନା ଅର୍ନ୍ତଗତ ଫାଷ୍ଟ ଗେଟ ଡୁଡୁମା କଲୋନୀ ନିକଟରେ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us